ଫିଟିଲା ବାଟ, ଭାରତ ଆସିବ ମୋଷ୍ଟ ୱାଟେଂଡ ଆତଙ୍କବାଦୀ ତାହାଉର ରାଣା

409

କନକ ବ୍ୟୁରୋ : ଫିଟିଲା ବାଟ । ଭାରତ ଆସିବ ମୋଷ୍ଟ ୱାଟେଂଡ ଆତଙ୍କବାଦୀ ତାହାଉର ରାଣା । ଆମେରିକା କାଲିଫର୍ଣ୍ଣି÷ଆର ଏକ କୋର୍ଟ ପାକିସ୍ତାନୀ ମୂଳ ବ୍ୟବସାୟୀ ତାହାଉର ରାଣାଙ୍କୁ ଭାରତ ପଠାଇବାକୁ ଅନୁମତି ପ୍ରଦାନ କରିଛନ୍ତିୀ । ଏନେଇ ଦୀର୍ଘବର୍ଷ ହେବ ଦାବି କରି ଆସୁଥିଲା ଭାରତ । ୨୦୦୮ ମସିହା ନଭେମ୍ବର ୨୬ ମୁମ୍ବାଇରେ ହୋଇଥିବା ବଡ ଧରଣର ଆତଙ୍କବାଦିୀ ଘଟଣଶର ମାଷ୍ଟର ମାଇଣ୍ଡ ହେଉଛି ରାଣା । ଲସ୍କର ଏ ତୋୟବା ସହ ହାତ ମିଳାଇ ଏହି ଆତଙ୍କୀ ଆକ୍ରମଣ କରିଥିଲା ଆତଙ୍କବାଦୀ । ୨୦୨୦ ଜୁନରେ ଭାରତ ରାଣାର ପ୍ରତ୍ୟାବର୍ତନ ପାଇଁ ଆମେରିକା ସରକାରଙ୍କୁ ନିବେଦନ କରିଥିଲା ।