ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରିଥିବା ନିଷ୍ପତି ଆଜିଠାରୁ ଲାଗୁ ହେବ । ସକାଳ ୧୧ଟାରୁ ଦିନ ୩ଟା ୩୦ ପର୍ଯ୍ୟନ୍ତ ଶ୍ରମିକ ମାନେ ଖରାରେ କାମ କରିବେ ନାହିଁ ବୋଲି ସରକାର କଟକଣା କରିଛନ୍ତି । ଏହା ସହ ଆସନ୍ତାକାଲିଠାରୁ ସମସ୍ତ ବିଦ୍ୟାଳୟ ସକାଳୁଆ ହେବ । ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ନିଷ୍ପତି ନେଇଥିଲେ ।
ଆଜି ଠାରୁ ଲାଗୁ ହେବ ରାଜ୍ୟ ସରକାରଙ୍କ ନିଷ୍ପତି
/kanak/media/post_attachments/wp-content/uploads/2016/04/vlcsnap-2016-04-01-13h45m09s928.png)