ଆଜି ଓଡିଶା ପୁଲିସର ୮୧ ତମ ପ୍ରତିଷ୍ଠା ଦିବସ

ଆଜି ଓଡିଶା ପୁଲିସର ୮୧ ତମ ପ୍ରତିଷ୍ଠା ଦିବସ

ଆଜି ଓଡିଶା ପୁଲିସର  ୮୧ ତମ ପ୍ରତିଷ୍ଠା ଦିବସ । ଏନେଇ କଟକ ପୁଲିସ ମୁଖ୍ୟାଳୟରେ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ଓଡିଶା ପୁଲିସ କଲ୍ୟାଣ ପାଣ୍ଠି ୧୦ରୁ ୩୦ ଲକ୍ଷ ବୃଦ୍ଧି କରଯାଇଛି । ଲୋକ କିପରି ନ୍ୟାୟ ପାଇବେ  ସେ ନେଇ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ନକ୍ଟଲ ଅଭିଯାନରେ ଓଡିଶା ପୁଲିସକୁ ସଫଳତା ମିଳିଥିବା ନବୀନ କହିଛନ୍ତି । ଏହା ସହ  ଟେଣ୍ଡର ମାଫିଆ ଓ ଅପରାଧୀଙ୍କୁ ଧରିବାକୁ ଆରମ୍ଭ ହୋଇଥିବା ଅଭିଯାନକୁ ପ୍ରଶଂସା କରିଛନ୍ତି ନବୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe