ପ୍ରକାଶ ପାଇଲା ଆଇଏଏସ ଫଳାଫଳ । ମେରିଟ ଲିଷ୍ଟରେ ଇଶିତା କିଶୋର ଟପ୍ପର, ୬୭ ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର କସ୍ତୁରୀ ପଣ୍ଡା ।

ପ୍ରକାଶ ପାଇଲା ଆଇଏଏସ ଫଳାଫଳ । ମେରିଟ ଲିଷ୍ଟରେ ଇଶିତା କିଶୋର ଟପ୍ପର, ୬୭ ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର କସ୍ତୁରୀ ପଣ୍ଡା ।

କନକ ବ୍ୟୁରୋ : ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳାଫଳ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି ।

ପ୍ରକାଶିତ ଫଳାଫଳ ଅନୁଯାୟୀ, ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe