କନକ ବ୍ୟୁରୋ : ଆଇଏଏସ ଅଧିକାରୀଙ୍କ ବିରୋଧରେ ୟୁପିଏସସିର ବଡ କାର୍ୟ୍ୟାନୁଷ୍ଠାନ । ପୂଜା ଖେଡକରଙ୍କ ପରୀକ୍ଷା ରଦ୍ଧ ହେବା ପରେ ଏଣିକି ଆଉ ସେ ଆଇଏଏସ ଅଧିକାରୀ ପଦରେ ରହିବେ ନାହିଁ । ଜାଲ ପ୍ରମାଣପତ୍ରରେ ପୂଜା ଆଇଏଏସ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଟ୍ରେନି ଅଧିକାରୀ ଦାୟିତ୍ବରେ ମଧ୍ୟ ଥିଲେ ।ତେବେ ଖୋଲତାଡ ପରେ ସାମ୍ନାକୁ ସତ ଆସିବା ପରେ ୟୁପିଏଏସି କମିଟି ଗଠନ କରି ତଦନ୍ତ କରୁଛନ୍ତି ।

Advertisment