ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ନିଜର ଦର୍ଶକ ମାନଙ୍କୁ ଦଶହରାରେ ଭେଟି ଦେବାକୁ ଯାଉଛନ୍ତି ଆଉ ଏକ ନୂଆ ଫିଲ୍ମ । ଯାହାର ଟାଇଟେଲ୍ ରହିଛି ‘ବେବି’ । ତେବେ ଏଥର ମଧ୍ୟ ଅନୁଭବଙ୍କ ବିପକ୍ଷରେ ନଜର ଆସିବେ ବଙ୍ଗୀୟ ସୁନ୍ଦରୀ ଝିଲିକ୍ । ଏହା ପୂର୍ବରୁ ଫିଲ୍ମ ଅଗସ୍ତ୍ୟରେ ଜରିଆରେ ଏହି ଦୁଇ ଯୋଡି ଦର୍ଶକ ମାନଙ୍କ ହୃଦୟକୁ ଜିତି ପାରିଥିଲେ । ମୂରଲୀ କ୍ରିଷ୍ଣାଙ୍କ ନିର୍ଦେଶିତ ଏହି ଫିଲ୍ମ ‘ବେବି’ର ମ୍ୟୁଜିକ୍ ଦେଇଛନ୍ତି ପ୍ରେମ ଆନନ୍ଦ । ଫିଲ୍ମଟି ଦଶହରାରେ ରିଲିଜ୍ ହେବ ।
ଆସୁଛି ଅନୁଭବ ଓ ଝିଲିକଙ୍କ ନୂଆ ଫିଲ୍ମ ‘ବେବି’
/kanak/media/post_attachments/wp-content/uploads/2016/08/Agastya.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)