ରିଲିଜ୍ ହେଲା ‘ବେଫିକ୍ରେ’ର ଟାଇଟେଲ ଟ୍ରାକ୍ ! ଗୀତରେ ରହିଛି ବାଣୀ ଓ ରଣବୀରଙ୍କ ଲଭ୍ କେମିଷ୍ଟ୍ରୀ

ରିଲିଜ୍ ହେଲା ‘ବେଫିକ୍ରେ’ର ଟାଇଟେଲ ଟ୍ରାକ୍ ! ଗୀତରେ ରହିଛି ବାଣୀ ଓ ରଣବୀରଙ୍କ ଲଭ୍ କେମିଷ୍ଟ୍ରୀ

ରିଲିଜ ହୋଇଛି ରଣବୀର ସିଂହ ଓ ବାଣୀ କପୁରଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ବେଫିକ୍ରେ’ର ଟାଇଟେଲ ଟ୍ରାକ୍ । ଗୀତଟିର ଟାଇଟଲ୍ ରହିଛି ‘ଉଡେ ଦିଲ୍ ବେଫିକ୍ରେ’ । ଗୀତରେ ଉଭୟ ବାଣୀ ଓ ରଣବୀରଙ୍କ ଲଭ୍ କେମିଷ୍ଟ୍ରୀ ଦେଖିବାକୁ ମିଳିଛି । କିଛିଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମର ଟ୍ରେଲର୍ ହିଟ୍ ହୋଇଥିଲା । ୟଶରାଜ୍ ବ୍ୟାନର ତଳେ ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଆଦିତ୍ୟ ଚୋପ୍ରା । ଡିସେମ୍ବର ୯ରେ ରିଲିଜ ହେବ ଫିଲ୍ମ ‘ବେଫିକ୍ରେ’ ।

ଦେଖନ୍ତୁ ଏହି ଟାଇଟେଲ ଟ୍ରାକ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe