ରିଲିଜ ହୋଇଛି ରଣବୀର ସିଂହ ଓ ବାଣୀ କପୁରଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ବେଫିକ୍ରେ’ର ଟାଇଟେଲ ଟ୍ରାକ୍ । ଗୀତଟିର ଟାଇଟଲ୍ ରହିଛି ‘ଉଡେ ଦିଲ୍ ବେଫିକ୍ରେ’ । ଗୀତରେ ଉଭୟ ବାଣୀ ଓ ରଣବୀରଙ୍କ ଲଭ୍ କେମିଷ୍ଟ୍ରୀ ଦେଖିବାକୁ ମିଳିଛି । କିଛିଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମର ଟ୍ରେଲର୍ ହିଟ୍ ହୋଇଥିଲା । ୟଶରାଜ୍ ବ୍ୟାନର ତଳେ ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଆଦିତ୍ୟ ଚୋପ୍ରା । ଡିସେମ୍ବର ୯ରେ ରିଲିଜ ହେବ ଫିଲ୍ମ ‘ବେଫିକ୍ରେ’ ।
ଦେଖନ୍ତୁ ଏହି ଟାଇଟେଲ ଟ୍ରାକ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Ranveer-Singh-Vaani-Kapoor-Befikre.jpg)