ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂକାଉଚକୁ ନେଇ ବିବାଦ ଜାରି ରହିଥିବା ବେଳେ ଏଥିରେ ଆସିଛି ଭିନ୍ନ ମୋଡ । ସାଧାରଣତଃ ଅଭିନେତ୍ରୀମାନେ ନିର୍ଦେଶକ ଓ ପ୍ରଯୋଜକଙ୍କ ଦ୍ୱାରା କାଷ୍ଟିଂ କାଉଚର ଶିକାର ହୋଇଥାନ୍ତି । ହେଲେ ଉପାସନା ମହାନ୍ତି ଓ ପ୍ରଯୋଜକ ରାଜେଶ ପତିଙ୍କ ବିବାଦ ସାମ୍ନାକୁ ଆସିବା ପରେ ଓଡିଆ ସିନେ ଜଗତର ଗହନ କଥା ପଦାକୁ ଆସିଛି । ରାଜେଶଙ୍କ ଅଭିଯୋଗ ଉପାସନା ତାଙ୍କୁ ବ୍ଲାକମେଲିଂ କରୁଛନ୍ତି, ଯାହାକୁ ଉପାସନା ଖଣ୍ଡନ କରିଛନ୍ତି । ତେବେ କନକ ନ୍ୟୁଜ୍ ହାତରେ ଯେଉଁ ତଥ୍ୟ ଲାଗିଛି, ତାହା କାଷ୍ଟିଂ କାଉଚ କି ବ୍ଲାକମେଲିଂର ନୁହେଁ ବରଂ ହିରୋଇନଙ୍କ ସହ ପ୍ରଯୋଜକଙ୍କ ପ୍ରେମ କାହାଣୀ । ଦେଖନ୍ତୁ ଏହି ଏକ୍ସକ୍ଲୁସିଭ୍ ରିପୋର୍ଟ ।
ଖୋଲିଲା ଉପାସନା-ରାଜେଶଙ୍କ ପ୍ରେମ କାହାଣୀର ନୂଆ ଫର୍ଦ୍ଦ
/kanak/media/post_attachments/wp-content/uploads/2016/07/vlcsnap-2016-07-28-19h00m33s002.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)