ଫଳାଫଳ ଆସିବା ଆଗରୁ ବଡ ଦଳ ମୁହାଁମୁହିଁ ! କଂଗ୍ରେସ କହିଲା ଏକଜିଟ ପୋଲ ଦରକାର ନାହିଁ, ବିଜେପି କହିଲା ଦେଶରୁ ରାହୁଲ ହେଉଛନ୍ତି ଏକଜିଟ

27

କନକ ବ୍ୟୁରୋ : ନିର୍ବାଚନ ଆଜି ଆସିବାକୁ ଥିବାବେଳେ ବିଜେପି ଓ କଂଗ୍ରେସ ନିର୍ବାଚନ ଫଳାଫଳକୁ ନେଇ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ କହିଛି ଯେ ସେମାନଙ୍କୁ ଏନ୍ଟ୍ରି ପୋଲ ଦରକାର ଏକଜିଟ ପୋଲ ନୁହେଁ । ଆଉ ବିଜେପି ଏହାର ଜବାବ ଦେବାକୁ ଯାଇ କହିଛି ଯେ ଦେଶରୁ ଧିରେ ଧିରେ ରାହୁଲ ଏକଜିଟ ହେଉଛନ୍ତି । ଆସନ୍ତୁ ଶୁଣିବା କଂଗ୍ରେସ ଓ ବିଜେପିର ଏଭଳି କିଛି ରାଜନେତାଙ୍କ ମନ୍ତବ୍ୟ ।