ଆଜି ପୁରୀରେ ଅସମ୍ଭାଳ ଭିଡ଼ । ପଶ୍ଚିମ ଦ୍ୱାରରେ ଭକ୍ତଙ୍କ ଲମ୍ବା ଲାଇନ । ତାତିରେ କଲବଲ ଭକ୍ତ ।

ଆଜି ପୁରୀରେ ଅସମ୍ଭାଳ ଭିଡ଼ । ପଶ୍ଚିମ ଦ୍ୱାରରେ ଭକ୍ତଙ୍କ ଲମ୍ବା ଲାଇନ । ତାତିରେ କଲବଲ ଭକ୍ତ ।

କନକ ବ୍ୟୁରୋ: ଆଜି ପୁରୀରେ ଅସମ୍ଭାଳ ଭିଡ଼ । ପଶ୍ଚିମ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । ଗହଳି ସାଙ୍ଗକୁ ତାତି ଯୋଗୁଁ କଲବଲ ହେଉଛନ୍ତି ଶ୍ରଦ୍ଧାଳୁ । ଆଜି ପ୍ରଚଣ୍ଡ ତାତି ଯୋଗୁଁ ବଡ଼ଦାଣ୍ଡରେ ଚାଲି ଚାଲି ଯିବା ଶ୍ରଦ୍ଧାଳୁଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଏହାପରେ ଘଂଟା ଘଂଟା ଧରି ଭକ୍ତଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିଛି । ଏଥିପାଇଁ ଶ୍ରୀମନ୍ଦିର ଭିତରକୁ ଶୀଘ୍ର ପଶିବା ପାଇଁ ଉଦ୍ୟମ କରୁଛନ୍ତି ଭକ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe