କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଆକ୍ରମଣରେ ଅବକାରୀ ବିଭାଗ କନଷ୍ଟେବଲ ଗୁରୁତର । ରାସ୍ତା କଡରୁ ଗୁରୁତର ଅବସ୍ଥାରେ ଉ୍ଦ୍ଧାର କରି ଡାକ୍ତରଖାନାରେ ଭର୍ତି କଲେ ସ୍ଥାନୀୟ ଲୋକେ । ଏବେ ଉପନିର୍ବାଚନ ପାଇଁ ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଥିବା ବେଳେ ରାଜଘାଟ ଠାରେ ସରକାରୀ ମଦ ଦୋକାନରୁ ସିଲ୍ କରିବାକୁ ପହଁଚଥିଲେ ଅବକାରୀ ଟିମ୍ । ଦୋକାନ ସିଲ୍ କରି ଫେରିବା ସମୟରେ ମଦ ଦୋକାନ କର୍ମଚାରୀ ଆକ୍ରମଣ ଅବକାରୀ କର୍ମଚାରୀଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ।
ବସ୍ତାରେ ମଦ ବ୍ୟବସାୟୀଙ୍କ ଆକ୍ରମଣରେ କନଷ୍ଟେବଳ ଲହୁଲହାଣ । ଦୋକାନ ସିଲ୍ କରି ଫେରିବାବେଳେ ମାଡମାରିଲେ ଦୋକାନ କର୍ମଚାରୀ; ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କଲେ ସ୍ଥାନୀୟ ଲୋକ
/kanak/media/post_attachments/wp-content/uploads/2020/11/3.jpg)