ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା। ୩ ଦଫା ଦାବି ନେଇ ନିଜ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ।

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା। ୩ ଦଫା ଦାବି ନେଇ ନିଜ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ।

କନକ ବ୍ୟୁରୋ: ରାଜଧାନୀରେ ପୁଣି ଏକାଠି ହୋଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ । ୩ ଦଫା ଦାବି ନେଇ ନିଜ ନିଜ ଅଞ୍ଚଳର ବିଧାୟକଙ୍କୁ ଦାବିପତ୍ର ଦେଇଛନ୍ତି ପ୍ରାଥମିକ ଶିକ୍ଷକ । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହିତ ୨୦୦୧ରୁ ନିଯୁକ୍ତ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ତଥା ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ମାନଙ୍କ ଠିକା କାର୍ଯ୍ୟକାଳକୁ ନେଇ ଇନକ୍ରିମେଣ୍ଟ ଏବଂ ସୁବିଧା ଦେବାକୁ ଦାବି କରିଛନ୍ତି । ମୂଳ ଦରମା ୩୫ ହଜାର ୪୦୦ ଟଙ୍କା ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe