ଡିଏଭି ୟୁନିଟ-୮ରେ ଶିଶୁପ୍ରତିଭା ଗ୍ରାଜୁଏସନ ସମାରୋହ । ମନ୍ଦିରରେ ସଫେଇ କଲେ ଛାତ୍ରଛାତ୍ରୀ ।

Advertisment
ଡିଏଭି ୟୁନିଟ-୮ରେ ଶିଶୁପ୍ରତିଭା ଗ୍ରାଜୁଏସନ ସମାରୋହ । ମନ୍ଦିରରେ ସଫେଇ କଲେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ଡିଏଭି ପବ୍ଲିକ୍ ସ୍କୁଲ୍, ୟୁନିଟ୍-୮ କବ୍ ବୁଲବୁଲର ପିଲାମାନେ ଭୁବନେଶ୍ଵର ଇସ୍କନ ମାଉସୀ ମା’ ମନ୍ଦିର ପରିସର ମଧ୍ୟରେ ସ୍ବଚ୍ଛ ଭାରତ ଅଭିଯାନର ପ୍ରତୀକ ସ୍ଵରୂପ ଝାଡ଼ୁ ଦ୍ଵାରା ସଫେଇ କରି ପରିବେଶକୁ ସ୍ବଚ୍ଛ କରିଥିଲେ।

ଏହି ଅବସରରେ କୁନିକୁନି ପିଲାମାନେ ଆନନ୍ଦ ସହକାରେ ଭଜନ କୀର୍ତ୍ତନ କରି ପରିବେଶକୁ ଭକ୍ତିମୟ କରିଦେଇଥିଲେ। ସେମାନଙ୍କର ଏହି ପରିଷ୍କାର ପରିଚ୍ଛନ ପ୍ରୟାସକୁ ସମସ୍ତେ ଭୂରିଭୂରି ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe