କନକ ବ୍ୟୁରୋ: ଡିଏଭି ପବ୍ଲିକ୍ ସ୍କୁଲ୍, ୟୁନିଟ୍-୮ କବ୍ ବୁଲବୁଲର ପିଲାମାନେ ଭୁବନେଶ୍ଵର ଇସ୍କନ ମାଉସୀ ମା’ ମନ୍ଦିର ପରିସର ମଧ୍ୟରେ ସ୍ବଚ୍ଛ ଭାରତ ଅଭିଯାନର ପ୍ରତୀକ ସ୍ଵରୂପ ଝାଡ଼ୁ ଦ୍ଵାରା ସଫେଇ କରି ପରିବେଶକୁ ସ୍ବଚ୍ଛ କରିଥିଲେ।
ଏହି ଅବସରରେ କୁନିକୁନି ପିଲାମାନେ ଆନନ୍ଦ ସହକାରେ ଭଜନ କୀର୍ତ୍ତନ କରି ପରିବେଶକୁ ଭକ୍ତିମୟ କରିଦେଇଥିଲେ। ସେମାନଙ୍କର ଏହି ପରିଷ୍କାର ପରିଚ୍ଛନ ପ୍ରୟାସକୁ ସମସ୍ତେ ଭୂରିଭୂରି ପ୍ରଶଂସା କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/WhatsApp-Image-2024-07-12-at-11.36.33-AM.jpeg)