କନକ ବ୍ୟୁରୋ : ଖଣ୍ଡଗିରି କୁମ୍ଭ ମେଳାରେ ଚାଲିଛି ପୂଜାପାଠ, ଯଜ୍ଞ ଓ ଆଳତି । ଏହି ସମୟରେ ଖଣ୍ଡଗିରି ପାହାଡ଼ ଉପର ଥିବା ଦେବ ସଭା ସ୍ଥଳରେ ଚାଲିଛି ଲଙ୍କା ଆହୁତି ଯଜ୍ଞ । ଯଜ୍ଞ କୁଣ୍ଡରେ ଶୁଖିଲା ଲଙ୍କାର ଆହୁତି ଦେଉଛନ୍ତି ସାଧୁସନ୍ଥ । କାମ କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ଲଙ୍କା ଆହୁତି ଯଜ୍ଞର ଆୟୋଜନ କରାଯାଇଥିବା କହିଛନ୍ତି ସାଧୁମଣ୍ଡଳୀ ।
ଖଣ୍ଡଗିରି କୁମ୍ଭ ମେଳାରେ ଚାଲିଛି ପୂଜାପାଠ, ଯଜ୍ଞ ଓ ଆଳତି । ଦେବ ସଭା ସ୍ଥଳରେ ଚାଲିଛି ଲଙ୍କା ଆହୁତି ଯଜ୍ଞ
/kanak/media/post_attachments/wp-content/uploads/2024/02/27-18.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)