କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏସୀୟ କ୍ରୀଡ଼ାରେ ଜାଭେଲିନରେ ଜିତିଛନ୍ତି ରୌପ୍ୟ ।

Advertisment
କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏସୀୟ କ୍ରୀଡ଼ାରେ ଜାଭେଲିନରେ ଜିତିଛନ୍ତି ରୌପ୍ୟ ।

କନକ ବ୍ୟୁରୋ: ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଶୋରଙ୍କୁ ନୂଆଦିଲ୍ଲୀରେ ଭେଟି ଅଭିନନ୍ଦନ ଜଣାଇଛନ୍ତି ଧର୍ମେନ୍ଦ୍ର ।
ଏସୀୟ କ୍ରୀଡ଼ାରେ ଜାଭେଲିନରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି କିଶୋର । ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ କିଶୋର ରୁପା ପଦକ ଆଣିଥିଲେ । ଧର୍ମେନ୍ଦ୍ର କହିଛନ୍ତି ଯେ, ନିଜର ଉଚ୍ଚକୋଟିର ପ୍ରଦର୍ଶନ ମାଧ୍ୟରେ କିଶୋର ପ୍ରତି ଦେଶବାସୀଙ୍କୁ ଗର୍ବିତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe