କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟ,କହିଲେ ବିଜେପି ଓଡିଶାକୁ ଆଗକୁ ନେବା ପାଇଁ ପ୍ରତିବଦ୍ଧ ।

225

କନକବ୍ୟୁରୋ:କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟ କହିଲେ ରାଜ୍ୟକୁ ଆଗକୁ ନେବାକୁ ବିଜେପି ପ୍ରତିବଦ୍ଧତା । ସମ୍ବଲପୁର ସହରରେ ପାନୀୟଜଳ ଓ ସ୍ୱଚ୍ଚତା ଉପରେ ଜୋର ଏ ନେଇ ମାଷ୍ଟରପ୍ଲାନ ତିଆରି ହେବ ଜମିପଟ୍ଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାସ୍ତା ତିଆରି ସହରରେ ଅନେକ ମୈାଳିକ କାମ ତିଆରି ହେବ ସହ ସ୍ପୋଟସ ମଧ୍ୟ ସମ୍ବଲପୁରରେ ଏକ ବଡ ପରମ୍ଫରା । ଏସବୁ ସୁବିଧା ନାଚ ଗୀତ ସଂଗୀତ ନାଟକ ଏସବୁ ସମ୍ବଲପୁର ଜନଜୀବନରେ ଏକ ଅବିଚ୍ଚେଦ ଅଙ୍ଗ ମଧ୍ୟ ରହିଛି । ତାକୁ ମଧ୍ୟ ପ୍ରାଧ୍ୟନ ଦିଆଯିବ । ଏସବୁ ନେଇ କଣ କରାଯାଇପାରିବ ତାହା ଉପରେ ଚର୍ଚ୍ଚା କରାଯାଇଛି । ଅନୁଭବୀଙ୍କ ସହ ମିଶି ଏଠିକାର ଦୀର୍ଘମିଆଦି ଯୋଜନା ସବୁ କାମ କରିବା ସହ ପରାର୍ମଶ ଦେଇଛି । ମୋର ସତକୁ ଏଠିକାର ଭୋଟର ଭାଇ ଭଉଣୀ ମାନେ ସଠିକ ଭାବେ ବିଚାରକୁ ନେଇ ମୋ ଉପରେ ବିଶ୍ୱାସ କରିଛନ୍ତି । ତେଣୁ ତାଙ୍କ ବିଶ୍ୱାସ ମଧ୍ୟ ମୁଁ ରକ୍ଷା କରି ଯାହା ସମସ୍ୟା ରହିଛି ତାହା ପୁରଣ କରିବି ।