କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା କ’ଣ ହେଲା ?
ଶସ୍ତା କ’ଣ?
ସ୍ୱଦେଶୀ ମୋବାଇଲ
ଇଲେକ୍ଟ୍ରି ଯାନ
କ୍ୟାମେରା ଲେନ୍ସ
ଖେଳଣା
ସାଇକେଲ
ମହଙ୍ଗା କ’ଣ ?
ସ୍ୱଦେଶୀ କିଚେନ ଚିମିନୀ
ସୁନା
ରୁପା
ପ୍ଲାଟିନମ୍
ଇମ୍ପୋଟେଡ୍ ଡୋର
ସିଗାରେଟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/12.jpg)