କନକ ବ୍ୟୁରୋ : ବନ୍ଧୁକ ମୁନରେ ବନ୍ଧକ । ବଲାଙ୍ଗୀର ଶାନ୍ତିପଡାରେ ବନ୍ଧୁକ ଦେଖାଇ ଘରେ ପଶି ଆତଙ୍କ ଚଳାଇଛି ଯୁବକ । ମଦନ ମୋହନ ହୋତାଙ୍କ ଘରେ ଦିବା ଲୋକରେ ଜଣେ ଯୁବକ ଘରେ ପଶି ବନ୍ଧୁକ ଦେଖାଇ ଆତଙ୍କ ଚଳାଇଛି । ଘର ଭିତରପଟୁ କବାଟ ବନ୍ଦ ରଖି ଲୋକଙ୍କୁ ଭୟଭୀତ କରୁଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଁଚି ଯୁବକଙ୍କୁ ଆୟତ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us