ନିଯୁକ୍ତି ନାହିଁ ତ ଭୋଟ ନାହିଁ : ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ନିଯୁକ୍ତି ନାହିଁ ତ ଭୋଟ ନାହିଁ : ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

କନକ ବ୍ୟୁରୋ : ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ବଡ଼ ଧରଣର ପ୍ରତିବାଦ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବେକାର ଯୁବକ-ଯୁବତୀମାନେ ପ୍ରତିବାଦ କରିଛନ୍ତି । ଓଡ଼ିଶା ବାହାର ପିଲାଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ସୁନ୍ଦରଗଡ଼ର ସ୍ଥାନୀୟ ଯୁବକଙ୍କୁ ଅବହେଳା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତିି ।

ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀ ଓ ଆଖପାଖ ଅଞ୍ଚଳର ଶତାଧିକ ଯୁବକମାନେ ନାରୀ କଲ୍ୟାଣ କେନ୍ଦ୍ରରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ । ପିଲାଙ୍କ ଏହି ଆନ୍ଦୋଳନକୁ ବିଧାୟିକା କୁସୁମ ଟେଟେ ଏବଂ ବିଧାୟକ ଶଙ୍କର ଓରାମ ପ୍ରମୁଖ ସମର୍ଥନ ଜଣାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe