କନକ ବ୍ୟୁରୋ : ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ବଡ଼ ଧରଣର ପ୍ରତିବାଦ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବେକାର ଯୁବକ-ଯୁବତୀମାନେ ପ୍ରତିବାଦ କରିଛନ୍ତି । ଓଡ଼ିଶା ବାହାର ପିଲାଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ସୁନ୍ଦରଗଡ଼ର ସ୍ଥାନୀୟ ଯୁବକଙ୍କୁ ଅବହେଳା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତିି ।
ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀ ଓ ଆଖପାଖ ଅଞ୍ଚଳର ଶତାଧିକ ଯୁବକମାନେ ନାରୀ କଲ୍ୟାଣ କେନ୍ଦ୍ରରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ । ପିଲାଙ୍କ ଏହି ଆନ୍ଦୋଳନକୁ ବିଧାୟିକା କୁସୁମ ଟେଟେ ଏବଂ ବିଧାୟକ ଶଙ୍କର ଓରାମ ପ୍ରମୁଖ ସମର୍ଥନ ଜଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/jumyhn.jpg)