କନକ ବ୍ୟୁରୋ : ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଏବଂ ୟୁକ୍ରେନର ୧୩ଟି ସ୍ଥାନରେ ଆକ୍ରମଣ କରିବା ପରେ କଡା ପ୍ରତିକ୍ରିୟା ରଖିଛି ୟୁକ୍ରେନ୍ । ୟୁକ୍ରେନ୍ କହିଛି, ଋଷ ୟୁକ୍ରେନ୍ ଉପରେ ସମ୍ପୁର୍ଣ୍ଣ ଆକ୍ରମଣ ଆରମ୍ଭ କରିସାରିଛି । ୧୩ଟି ସ୍ଥାନ ଉପରେ ମିଜାଇଲ୍ ମାଡ ସହ ମାନବ ବିହିନ ଡ୍ରୋନ୍ ମାଦୟମରେ ଆକ୍ରମଣ ଆରମ୍ଭ କରିସାରିଛି । କିନ୍ତୁ ହାର ମାନିବନି ୟୁକ୍ରେନ୍, ଋଷକୁ କଡା ଜବାବ ଦେବା ସହିତ ଯୁଦ୍ଧରେ ଜିତିବ ବୋଲି କହିଛି ୟୁକ୍ରେନ୍ ।
ସେପଟେ, ଋଷର ଆକ୍ରମଣ ପରେ ବଢିଛି ଅଶୋଧିତ ତୈଳ ଦର । ବ୍ୟାରେଲ ପିଛା ଶହେ ଡଲାର ଟପିଯାଇଛି ଅଶୋଧିତ ତୈଳର ମୂଲ୍ୟ ।
କଡା ଜବାବ ଦେବୁ, ଆଉ ଜିତିବୁ : କଡା ଆଭିମୁଖ୍ୟ ଦେଖାଇଲା ୟୁକ୍ରେନ୍
/kanak/media/post_attachments/wp-content/uploads/2022/02/12-26.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)