କନକ ବ୍ୟୁରୋ : ଲଗାଣ ବର୍ଷା ପରେ ଫୁଲୁଛି ହୀରାକୁଦ । ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ । ଦୁଇ ପାଖର ଗୋଟିଏ ଲେଖାଏଁ ଗେଟ୍ ଖୋଲିବ । ଅପରାହ୍ଣ ୪ଟାରେ ଗେଟ୍ ଖୋଲାଯିବ । ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କ ସୂଚନା ।

Advertisment