ଉଡତା ପଂଜାବର ନୂଆ ପୋଷ୍ଟର

Advertisment
ବହୁ ବାଦବିବାଦ ପରେ ରିଲିଜ୍ ହେଲା ‘ଉଡତା ପଂଜାବ’ : ସିଲଭର ସ୍କ୍ରିନକୁ ଆସିବା ପୂର୍ବରୁ ୱେବସାଇଟରେ ଫିଲ୍ମ ଲିକ୍

ଉଡତା ପଂଜାବର ପ୍ରଥମ ଟିଜର ଆଉଟ ହେବା ପରେ ଏବେ ରିଲିଜ ହୋଇଛି ଫିଲ୍ମର ନୂଆ ପୋଷ୍ଟର । ପୋଷ୍ଟରରେ ସ୍ଥାନ ପାଇଛନ୍ତି ଅଭିନେତ୍ରୀ କରୀନା କପୁର । ଉଡତା ପଂଜାବରେ କରୀନା ଜଣେ ଡାକ୍ତରାଣୀ ଭୂମିକାରେ ନଜର ଆସିବେ । ତେଣୁ ପୋଷ୍ଟରରେ ମଧ୍ୟ ତାଙ୍କ କ୍ୟାରେକ୍ଟର ଲୁକକୁ ସ୍ଥାନ ଦିଆଯାଇଛି । ରିଲିଜ ହୋଇଥିବା ପ୍ରଥମ ପୋଷ୍ଟରେ ସାହିଦ କପୁରଙ୍କ ରକଷ୍ଟାର ଲୁକ ସାମନାକୁ ଆସିିଥିବାବେଳେ କରୀନା କିନ୍ତୁ ନଜର ଆସିଛନ୍ତି ସିମ୍ପଲ ଲୁକରେ । ଅନ୍ୟପଟେ ସେକେଣ୍ଡ ଲିଡରେ ନଜର ଆସିବେ ଆଲିଆ ଭଟ୍ଟ । ଟ୍ରେଡ ଆନାଲିଷ୍ଟ ତରୁଣ ଆର୍ଦଶ ଟୁଇଟରେ ଏହି ଫଟୋକୁ ସେୟାର କରିଛନ୍ତି । ବ୍ରେକଅପ୍ ପରେ କରୀନା ଓ ସାହିଦ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି । ଅଭିଷେକ ଚୌବେଙ୍କ ନିଦେ୍ର୍ଦଶିତ ଉଡତା ପଂଜାବ ଜୁନ ୧୭ରେ ରିଲିଜ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe