କନକ ବ୍ୟୁରୋ : ନୂଆ ବର୍ଷ ପାଇଁ ସାରା ରାଜ୍ୟ ଉତ୍ସବମୁଖର ଥିବା ବେଳେ ପାରାଦୀପରୁ ଆସିଲା ଦୁଃଖଦ ଖବର । ମହାନଦୀରେ ଗାଧୋଇବା ହେଲା କାଳ । ମହାନଦୀରେ ବୁଡି ୨ଯୁବକ ମୃତ । ପାରାଦୀପ ମହାନଦୀରେ ଗାଧେଇବାକୁ ଯାଇ ୨ଯୁବକ ମୃତ । ମୃତ ଦୁଇ ଯୁବକ ହେଲେ କୁଜଙ୍ଗ ପଥୁରିଆ ଗାଁର ଯୁବକ ।
ସୂଚନା ଅନୁଯାୟୀ, ଗାଧୋଇବାକୁ ଯାଇଥିବା ବେଳେ ପ୍ରଖୋର ଶ୍ରୋତରେ ଭାସିଯାଇଥିଲେ ଦୁଇ ଯୁବକ । ସ୍ଥାନୀୟ ଲୋକ ଯୁଇ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା । ମୃତ ଯୁବକଙ୍କ ପରିବାରରେ ବର୍ତ୍ତମାନ ଶୋକର ଛାୟା । ତେବେ ନିକଟ ଯୋବ୍ରାରେ ବୁଡି ୩ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।
ମହାନଦୀରେ ବୁଡି ଦୁଇ ଯୁବକ ମୃତ । ପାରାଦୀପରୁ ଆସିଲା ଦୁଃଖଦ ଖବର
/kanak/media/post_attachments/wp-content/uploads/2022/04/30-16.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)