ପାଇପ୍ ଲାଇନ୍ କାମ ବେଳେ ଧସିଲା ମାଟି ଅତଡ଼ା, ଘଟଣାସ୍ଥଳରେ ଦୁଇ ଶ୍ରମିକ ମୃତ ।

Advertisment
ପାଇପ୍ ଲାଇନ୍ କାମ ବେଳେ ଧସିଲା ମାଟି ଅତଡ଼ା, ଘଟଣାସ୍ଥଳରେ ଦୁଇ ଶ୍ରମିକ ମୃତ ।

କନକ ବ୍ୟୁରୋ: ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯୋଡ଼ା ଥାନା ନିକଟ କମାରଯୋଡ଼ା ନିକଟରେ ଘଟିଛି ଏମିତି ଅଘଟଣା । ଠିକାଦାର ପାଇପ୍ ଲାଇନ୍ କାମ କରୁଥିବାବେଳେ ଉପରୁ ମାଟି ଅତଡ଼ା ଖସିପଡ଼ିଲା । ହଠାତ୍ ମାଟି ଅତଡ଼ା ଧସିଯିବାରୁ ମାଟି ତଳେ ଚାପି ହୋଇଗଲେ ଦୁଇ ଶ୍ରମିକ, ଆଉ ଘଟଣା ସ୍ଥଳରେ ହିଁ ଅଣନିଶ୍ୱାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe