କନକ ବ୍ୟୁରୋ : ଭୁବନେଶ୍ୱରର ଟଙ୍କପାଣି ଅଂଚଳରେ ସ୍ୱେରେଜ ଟାଙ୍କିରେ ପଶି କାମ କରୁଥିବା ବେଳେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସ୍ୱେରେଜ ବିଭାଗର କାମ ଚାଲିଥିବା ବେଳେ ଘଟିଛି ଏପରି ଅଘଟଣ । ତେବେ ବିନା କୌଣସି ସୁରକ୍ଷାରେ ସ୍ୱେରେଜ ଟାଙ୍କିରେ ପଶି କାମ କରୁଥିବାରୁ ଏପରି ଅଘଟଣ ଘଟିଲା ବୋଲି କୁହାଯାଉଛି ।
ଟଙ୍କପାଣି ଅଞ୍ଚଳରେ ଅଭାବନୀୟ ଘଟଣା : ସ୍ୱରେଜ ଟାଙ୍କିରେ ପଶି କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ
/kanak/media/post_attachments/wp-content/uploads/2021/03/kuyjyu.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)