କନକ ବ୍ୟୁରୋ: ଓମେନ୍ସ ଟି-୨୦ ଚ୍ୟାଲେଞ୍ଜରେ ଓଡିଶାରୁ ୨ କ୍ରିକେଟର ସାମିଲ । ସ୍ଥାନ ପାଇଥିବା ୨ ଜଣ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ । ଟ୍ରେଲ ବ୍ଲେଜର୍ସ ଟିମରେ ସ୍ଥାନ ପାଇଲେ ପ୍ରିୟଙ୍କା ଓ ସୁଜାତା । ଅନ୍ତର୍ଜାତୀୟ ଖେଳାଳି ସ୍ମିତି ମାନ୍ଧନାଙ୍କ ଅଧିନାୟକତ୍ୱରେ ଟି-୨୦ ଚ୍ୟାଲେଞ୍ଜ ଖେଳିବେ ଏହି ଦୁଇ ଓଡିଆ ଖେଳାଳି । ଗତ ବର୍ଷ ମଧ୍ୟ ଓଡିଆ ମହିଳା ଭାବେ ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଥିଲେ । ସେ ମିଥାଲି ରାଜଙ୍କ ଟିମ ଭେଲୋସିଟିରେ ସ୍ଥାନ ପାଇଥିଲେ ।
ଓମେନ୍ସ ଆଇପିଏଲରେ ଓଡିଶାରୁ ୨ ମହିଳା କ୍ରିକେଟର: ଟ୍ରେଲବ୍ଲେଜର୍ସ ଟିମରେ ସ୍ଥାନ ପାଇଲେ ପ୍ରିୟଙ୍କା ଓ ସୁଜାତା
/kanak/media/post_attachments/wp-content/uploads/2022/05/pjimage-8-1.jpg)