ହାଟରେ ହାତାହାତି ଦୁଇ ମହିଳା । ହାଣ୍ଡିଆ ବିକ୍ରି ବନ୍ଦ କରିବାକୁ ଯାଇଥିବା ବେଳେ ପୁଲିସକୁ ସଂଘବଦ୍ଧ ଆକ୍ରମଣ , ମୟୂରଭଂଜ ବିଶୋୟୀ ହାଟରୁ ଆସିଛି ଏମିିତି ଖବର

ହାଟରେ ହାତାହାତି ଦୁଇ ମହିଳା । ହାଣ୍ଡିଆ ବିକ୍ରି ବନ୍ଦ କରିବାକୁ ଯାଇଥିବା ବେଳେ ପୁଲିସକୁ ସଂଘବଦ୍ଧ ଆକ୍ରମଣ , ମୟୂରଭଂଜ ବିଶୋୟୀ ହାଟରୁ ଆସିଛି ଏମିିତି ଖବର

କନକ ବ୍ୟୁରୋ : ହାଣ୍ଡିଆ ହାଟରେ ହାତାହାତି । ହାଣ୍ଡିଆ ହାଟ ବନ୍ଦ କରିବାକୁ ଯାଇଥିବା ପୁଲିସକୁ ସଂଗବଧ ଭାବେ ଆକ୍ରମଣ କଲେ ଆଦିବାସୀ ମହିଳା । ହାଟ ମଝିରେ ଠେଙ୍ଗାରେ ପିଟାପିଟି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ  ବିଶୋଇ ହାଟରେ । ତେବେ ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି ।

ଗିରଫ ମହିଳାଙ୍କ ନାମ କାପୁରା ମାର୍ଣ୍ଡି । ତେବେ ଆଦିବାସୀ ମହିଳାମାନେ ହାଣ୍ଡି ବିକ୍ରି କରୁଥିଲେ । ହାଣ୍ଡିଆ ବିକ୍ରି କରିବା ପାଇଁ ମହିଳା କନେଷ୍ଟବଳ ମଂଜୁଲତା ସାହୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇଯାଇଥିବା ଆଦିବାସୀ ମହିଳା । ଆଉ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe