କନକ ବ୍ୟୁରୋ: କୋଣାର୍କ ଗୋପ ଥାନା ଡଭାର ଗାଁରେ ପୋଖରୀରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଗାଧୋଇ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ଓ ଅଜ୍ୟ ଜଣଙ୍କର ବୟସ ୯ବର୍ଷ ବୋଲି ଜଣାପଡିଛି ।
ପୋଖରୀରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଗାଧୋଇ ଯିବାବେଳେ ଅଘଟଣ ।
Advertisment
Follow Us