ବଢୁଛି ସଂଜୟଙ୍କ ଅଡୁଆ,ମୁହଁ ଖୋଲିଲେ ୨ ସାଂସଦ

Advertisment
ବଢୁଛି ସଂଜୟଙ୍କ ଅଡୁଆ,ମୁହଁ ଖୋଲିଲେ ୨ ସାଂସଦ

ladu kishore and baishnava on sanjaya

ବଢୁଛି ସଂଜୟଙ୍କ ଅଡୁଆ । ପାଜେରୋ ପ୍ରସଙ୍ଗରେ ପୁଣି ନୈତିକତାର ପ୍ରଶ୍ନ ଉଠାଇଲେ ବିଜେଡି ସାସଂଦ । ସାସଂଦ ବୈଷ୍ଣବ ପରିଡା କହିଲେ ବ୍ୟବସାୟ କରିବାକୁ ଯୁବ ନେତା ମାନେ ରାଜନୀତିକୁ ଆସୁଛନ୍ତି । ତେବେ ଇସ୍ତଫା ପ୍ରସଙ୍ଗରେ ସଂଜୟ ନିଜେ ବିଚାର କରିବାର ଆବଶ୍ୟକତା ରହିଛି । ସେପଟେ ସାଂସଦ ଲଡୁକିଶୋର କହିଛନ୍ତି ସବୁ ନେତାଙ୍କୁ ସାଧୁ କୁହାଯାଇପାରିବ ନାହିଁ । ପୂର୍ବରୁ ପାଜେରୋ ବିବାଦରେ ସାଂସଦ ଭର୍ତୁହରି ମହତାବ,ତଥାଗତ ଶତପଥୀ, ଓ ନଗେନ୍ଦ୍ର ପ୍ରଧାନ ମଧ୍ୟ ସଂଜୟଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ । ଏଭଳି ସ୍ଥିତିରେ ବଢୁଛି ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କ ସମସ୍ୟା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe