କନକ ବ୍ୟୁରୋ : ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ । ଜୁଲାଇ ୧୫ ତାରିଖ ସୁଦ୍ଧା ପଶ୍ଚିମ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତାକାଲି ବେଳକୁଉତର-ପଶ୍ଚିମବଙ୍ଗୋପସାଗରରେସୃଷ୍ଟିହୋଇପାରେପ୍ରଥମଲଘୁଚାପକ୍ଷେତ୍ର ।ଆଉଏହାରପ୍ରଭାବରେଆଜିଠାରୁରାଜ୍ୟରେବର୍ଷାସମ୍ଭାବନାରହିଛି ରାୟଗଡା, କୋରାପୁଟ, ମାଲକାନଗିରିକନ୍ଧମାଳରେପ୍ରବଳରୁଅତିପ୍ରବଳବର୍ଷାସମ୍ଭାବନା ରହିଛି । ତେବେ ୧୫ ୧୬ତାରିଖରେବର୍ଷାପରିମାଣବିସ୍ତୁତିବଢିବ

Advertisment

ସେହିପରି ଆସନ୍ତାକାଲି ରାୟଗଡା, ଗଜପତି, ଗଂଜାମକନ୍ଧମାଳରେପ୍ରବଳରୁଅତିପ୍ରବଳବର୍ଷାହୋଇପାରେ । ୧୬ରେକନ୍ଧମାଳ, ଗଂଜାମ, ଗଜପତି , ରାୟଗଡା , କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେପ୍ରବଳ ବର୍ଷା ଚେତାବନୀ ରହିଛି । ଆଭ୍ୟନ୍ତରୀଣଉପକୂଳଓଡିଶାରେବର୍ଷାସମ୍ଭାବନାରହିଛି ବିଭିନ୍ନ ମଡେଲର ଆକଳନ ଅନୁସାରେ ବଙ୍ଗୋପସାଗରରେଦ୍ୱିତୀୟଲଘୁଚାପକ୍ଷେତ୍ର୧୯-୨୦ଜୁଲାଇବେଳକୁସୃଷ୍ଟିହୋଇପାରେଏହିଲଘୁଚାପପ୍ରଥମଲଘୁଚାପଅପେକ୍ଷାଅଧିକଶକ୍ତିଶାଳୀହୋଇଚିହ୍ନିତଲଘୁଚାପକିମ୍ୱାଅବପାତରରୂପନେଇପାରେ ୨୦ରୁ୨୨ମଧ୍ୟରେପ୍ରବଳବର୍ଷାରସମ୍ଭାବନାରହିଛି ଉପକୂଳଦକ୍ଷିଣଓଡିଶାରେଅଧିକବର୍ଷାହୋଇପାରେ । ଦୁଇ ଦୁଇଟି ଲଘୁଚାପ ବର୍ଷାରେ ରାଜ୍ୟରେ ନିଅଂଟିଆ ବର୍ଷା ଭରଣା ହେବ ବୋଲି ଆଶା କରାଯାଉଛି ।