କନକ ବ୍ୟୁରୋ: ରାୟଗଡା ଜିଲ୍ଲା ନାଗାବଳୀ ନଦୀରେ ବୁଡି ପ୍ରାଣ ହରାଇଲେ ୨ ନାବାଳକ । ଆଜି ୮ରୁ ୧୦ ଜଣ ସାଙ୍ଗ ଏକାଠି ହୋଇ ନଦୀରେ ଗାଧୋଉଥିଲେ । ହେଲେ ଏହି ସମୟରେ ହଠାତ୍ ଦୁଇ ଜଣ ସାଙ୍ଗଙ୍କ ଗୋଡ ଖସିଯିବାରୁ ଅଘଟଣ ଘଟିଥିଲା । ତେବେ ସ୍ଥାନୀୟ ଲୋକ ୨ ଜଣ ନାବାଳକଙ୍କୁ ଉଦ୍ଧାର କରିଥିବାବେଳେ, ଏବେ ସେମାନଙ୍କର ପ୍ରାଣ ହାନୀ ଘଟିଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସେମାନଙ୍କୁ ହସ୍ପିଟାଲ ନିଆଯାଉଥିବାବେଳେ, ସେମାନଙ୍କର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନି ।
ରାୟଗଡା: ନାଗାବଳୀ ନଦୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ
ତୁମ୍ବିଗୁଡା ଘାଟରେ ଗାଧୋଇବା ସମୟରେ ବୁଡିଯାଇଥିଲେ
ଘାଟରେ ୮ରୁ ୧୦ ଜଣ ଗାଧୋଇବା ସମୟରେ ଅଘଟଣ#Rayagada#KanakNewspic.twitter.com/squJzQMjyt— Kanak News (@kanak_news) April 24, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/04/aaaaaa-1.jpg)