ଛତିଶଗଡରୁ ଆଇଏସଆଇର ୨ ଗୁପ୍ତଚର ଗିରଫ ! ଦେଶବିରୋଧୀ କାର୍ଯ୍ୟକଳାପରେ ସକ୍ରିୟ ଥିବା ନେଇ ପୁଲିସର ସୂଚନା

Advertisment
ଛତିଶଗଡରୁ ଆଇଏସଆଇର ୨ ଗୁପ୍ତଚର ଗିରଫ ! ଦେଶବିରୋଧୀ କାର୍ଯ୍ୟକଳାପରେ ସକ୍ରିୟ ଥିବା ନେଇ ପୁଲିସର ସୂଚନା

କନକ ବ୍ୟୁରୋ : ଗୁଇନ୍ଦା ବିଭାଗର ସୁଚନା ଆଧାରରେ ୨ଜଣ ଆଇଏସଆଇ ଗୁପ୍ତଚର ଗିରଫ । ଆତଙ୍କବାଦୀ ସଂଗଠନ ସହ ସଂପର୍କ ଥିବା ଏହି ଦୁଇ ଗୁପ୍ତଚରଙ୍କୁ ଛତିଶଗଡ ବିଳାସପୁରରୁ ଗିରଫ କରାଯାଇଛି । ଅଭିଯୁକ୍ତ ମନିନ୍ଦର ଯାଦବ ଓ ସଂଜୟ ଦେବଗନଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ।

ବିଦେଶରୁ ଆସୁଥିବା ମୋଟା ଅଙ୍କର ଅର୍ଥ ଏଠାକାର ଯୁବକଙ୍କ ମଧ୍ୟରେ ବାଂଟୁଥିଲେ ଗିରଫ ଅଭିଯୁକ୍ତ । ଅର୍ଥ ବଦଳରେ ଜବାନ ଓ ଦେଶର ସୁରକ୍ଷା ସମ୍ପର୍କିତ ଖବର ହାସଲ କରି ଆଇଏସଆଇକୁ ଜଣାଉଥିବା ସୂଚନା ଦେଇଛି ବିଳାସପୁର ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe