କନକ ବ୍ୟୁରୋ: ଭସାଣୀ ବେଳେ ବୁଲିଲା ଖଣ୍ଡା । ଭୁବନେଶ୍ୱର ରସୁଲଗଡ଼ ଭସାଣୀ ସମୟରେ ସମାନ୍ୟ କଥା କଟାକଟିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି । ଘଟଣାରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣକାରୀକୁ ଗିରଫ କରିବା ଦାବିରେ ମଂଚେଶ୍ୱର ଥାନ ଆଗରେ ପ୍ରତିବାଦ କରିଛି ରସୁଲଗଡ଼ ପୂଜା କମିଟି ସଦସ୍ୟ । ପୁଲିସ ଓ ପ୍ରଶାସନ ବିରୋଧରେ ନାରାବାଜି କରିବା ସହ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଭସାଣି ଶୋଭାଯାତ୍ରା ବେଳେ ଗଣ୍ଡଗୋଳ । ରସୁଲଗଡ ପୂଜା କମିଟି ଭସାଣି ବେଳେ ମୁହାଁମୁହିଁ ଦୁଇଗୋଷ୍ଠୀ, ବୁଲିଲା ଖଣ୍ଡା
/kanak/media/post_attachments/wp-content/uploads/2023/10/6-34.jpg)