ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ ; କମୁଛି ମୁଣ୍ଡଳି ଜଳସ୍ତର, ପ୍ରବାହିତ ହେଉଛି ୪ଲକ୍ଷ ୮୦ ହଜାର କ୍ୟୁସେକ ଜଳ

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ ; କମୁଛି ମୁଣ୍ଡଳି ଜଳସ୍ତର, ପ୍ରବାହିତ ହେଉଛି ୪ଲକ୍ଷ ୮୦ ହଜାର କ୍ୟୁସେକ ଜଳ

କନକ ବ୍ୟୁରୋ: ଉପର ମୁଣ୍ଡରେ କମିଲା ବର୍ଷା। ବନ୍ଦ ହେଲା ହୀରାକୁଦର ୨ଟି ଗେଟ। ଏବେ ୧୮ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧ ଦଶମିକ ୮୫ ଫୁଟ ରହିଛି। ପ୍ରତି ସେକେଣ୍ଡେରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୧ ଲକ୍ଷ ୫୭ ୨୭୨ କ୍ୟୁସେକ୍ ଜଳ। ସେହିପରି ନିଷ୍କାସିତ ହେଉଛି ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍ ଜଳ। ସେପଟେ ମୁଣ୍ଡଳିର ଜଳସ୍ତର କମିବାରେ ଲାଗିଛି। ପ୍ରତି ସେକେଣ୍ଡେରେ ପ୍ରବାହିତ ହେଉଛି ୪ଲକ୍ଷ ୮୦ ହଜାର ୨୭ କ୍ୟୁସେକ ଜଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe