ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍ : ମୋଟ ୧୨ଟି ଗେଟରେ ଜଳ ନିଷ୍କାସନ

ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍ : ମୋଟ ୧୨ଟି ଗେଟରେ ଜଳ ନିଷ୍କାସନ

କନକ ବ୍ୟୁରୋ : ହୀରାକୁଦର ଆଉ ଦୁଇଟି ଗେଟ୍ ଖୋଲିଲା । ଏହାକୁ ମିଶାଇ ମୋଟ ୧୨ଟି ଗେଟରେ ଡ୍ୟାମରୁ ଜଳ ନିଷ୍କାସନ ହେଉଛି ।

୧ ଲକ୍ଷ ୯୯ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୧୩ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ବର୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୪.୮୯ ଫୁଟ ।

ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe