ସୋର ୧୬ ନମ୍ୱର ଜାତୀୟ ରାଜପଥ ହତ୍ୟାକାଣ୍ଡ ଘଟଣା: ବନ୍ଧୁକ ପାଇଁ ବନ୍ଧୁକୁ ଛୁରି ଭୁସି ହତ୍ୟା କରିଛନ୍ତି ଦୁଇ ସାଙ୍ଗ

Advertisment
ସୋର ୧୬ ନମ୍ୱର ଜାତୀୟ ରାଜପଥ ହତ୍ୟାକାଣ୍ଡ ଘଟଣା: ବନ୍ଧୁକ ପାଇଁ ବନ୍ଧୁକୁ ଛୁରି ଭୁସି ହତ୍ୟା କରିଛନ୍ତି ଦୁଇ ସାଙ୍ଗ

କନକ ବ୍ୟୁରୋ: ବନ୍ଧୁକ ପାଇଁ ବନ୍ଧୁକୁ ଛୁରୀ ଭୁସି ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ନେଇ ସିନ କ୍ରିଏସନ କଲା ପୁଲିସ। ଗତ ଦୁଇଦିନ ତଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଏକ ହତ୍ୟାକାଣ୍ଡ ଘଟିଥିଲା । ବନ୍ଧୁକ କିଣାକୁ କେନ୍ଦ୍ର କରି ଦୁଇ ଜଣ ବନ୍ଧୁ ଆଉ ଜଣେ ବନ୍ଧୁକୁ ହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ଅଭିଯୁକ୍ତ ଦୁଇ ଜଣଙ୍କୁ ପୁରୀ ପୁଲିସ ସହାୟତାରେ ପିପିଲିରୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ପୁଲିସ ସିନ କ୍ରିଏସନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe