ଭୁବନେଶ୍ୱରରୁ ଗିରଫ ହେଲେ ୨ଜଣ ନକଲି ପୋଲିସ : ସ୍ପେଶାଲ ସ୍କ୍ୱାର୍ଡ ନାଁରେ ଲୋକଙ୍କୁ ଲୁଟିଥିବା ଅଭିଯୋଗ

Advertisment
ଭୁବନେଶ୍ୱରରୁ ଗିରଫ ହେଲେ ୨ଜଣ ନକଲି ପୋଲିସ : ସ୍ପେଶାଲ ସ୍କ୍ୱାର୍ଡ ନାଁରେ ଲୋକଙ୍କୁ ଲୁଟିଥିବା ଅଭିଯୋଗ

କନକ ବ୍ୟୁରୋ : ଭୁବନେଶ୍ୱରରୁ ଗିରଫ ହେଲେ ୨ଜଣ ନକଲି ପୋଲିସ । ଜଣେ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି ଲୁଟିଥିଲେ ଟଙ୍କା । ସ୍ପେଶାଲ ସ୍କ୍ୱାର୍ଡ ନାଁରେ ଲୋକଙ୍କୁ ଲୁଟିଥିବା ଅଭିଯୋଗ । ଜ୍ଞାନରଞ୍ଜନ ମହାନ୍ତି ଓ କାହ୍ନୁ ଚରଣ ସାହୁଙ୍କୁ ପୋଲିସ ଗିରଫ କଲା । ଜ୍ଞାନରଞ୍ଜନ ପୂର୍ବରୁ ଏଏସଆଇ ଭାବେ ପୋଲିସରେ କାମ କରିଥିଲେ । ଅବସର ପରେ ନକଲି ଅଫିସର ପରିଚୟ ଦେଇ ଲୁଟୁଥିଲେ । ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୋଲିସ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe