କନକ ବ୍ୟୁରୋ : ଭୁବନେଶ୍ୱରରୁ ଗିରଫ ହେଲେ ୨ଜଣ ନକଲି ପୋଲିସ । ଜଣେ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି ଲୁଟିଥିଲେ ଟଙ୍କା । ସ୍ପେଶାଲ ସ୍କ୍ୱାର୍ଡ ନାଁରେ ଲୋକଙ୍କୁ ଲୁଟିଥିବା ଅଭିଯୋଗ । ଜ୍ଞାନରଞ୍ଜନ ମହାନ୍ତି ଓ କାହ୍ନୁ ଚରଣ ସାହୁଙ୍କୁ ପୋଲିସ ଗିରଫ କଲା । ଜ୍ଞାନରଞ୍ଜନ ପୂର୍ବରୁ ଏଏସଆଇ ଭାବେ ପୋଲିସରେ କାମ କରିଥିଲେ । ଅବସର ପରେ ନକଲି ଅଫିସର ପରିଚୟ ଦେଇ ଲୁଟୁଥିଲେ । ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୋଲିସ ଗିରଫ କରିଛି ।