ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଏଟିଏମ୍ ଲୁଟ ମାମଲାର ପର୍ଦ୍ଦାଫାଶ ! ୨ ଗିରଫ

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଏଟିଏମ୍ ଲୁଟ ମାମଲାର ପର୍ଦ୍ଦାଫାଶ ! ୨ ଗିରଫ

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଏଟିଏମ୍ ଲୁଟ ମାମଲାର ପର୍ଦ୍ଦାଫାସ କରିଛି ଗୁରୁଣ୍ଡିଆ ପୋଲିସ । ଏହି ଘଟଣାରେ ୨ ଜଣକୁ ଗିରଫ କରିଛି ପୁଲିସ । ସେମାନଙ୍କ ଠାରୁ ୧୭ ଲକ୍ଷ ୧୮ ହଜାର ଟଙ୍କା ଓ ଲୁଟରେ ବ୍ୟବହୃତ କାର ଏବଂ ହାର୍ଡ଼ ଡ଼ିସ୍କ ମଧ୍ୟ ପୁଲିସ ଜବତ କରିଛି ।

ଗିରଫ ଅଭିଯୁକ୍ତ ହେଉଛନ୍ତି ଏଟିଏମରେ ଟଙ୍କା ଜମା କରୁଥିବା ସିଏମସି କର୍ମଚାରୀ ଜିତେନ୍ଦ୍ର ପ୍ରଧାନ ଓ ତାର ସହଯୋଗୀ କାଳନ୍ଦି । ଏହି ଘଟଣାର ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାଇ ସେନେଇ ଖୋଳତାଡ଼ କରୁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe