କମିଶନରେଟ ପୁଲିସ ପଞ୍ଝାରେ ଦୁଇ ନିଶା ଦିଆ ଲୁଟେରା : ବାଣୀବିହାର ଛକରୁ ଯାତ୍ରୀଙ୍କୁ ଲିଫ୍ଟ ଦେଇ କରିଥିଲେ ଲୁଟ୍

Advertisment
କମିଶନରେଟ ପୁଲିସ ପଞ୍ଝାରେ ଦୁଇ ନିଶା ଦିଆ ଲୁଟେରା : ବାଣୀବିହାର ଛକରୁ ଯାତ୍ରୀଙ୍କୁ ଲିଫ୍ଟ ଦେଇ କରିଥିଲେ ଲୁଟ୍

କନକ ବ୍ୟୁରୋ : ଭୁବେନଶ୍ୱରରେ ନିଶାଦିଆ ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ଗିରଫ । ସହିଦ ନଗର ଥାନା ପୋଲିସ ଏହି ଦୁଇ ଲୁଟେରାଙ୍କୁ ଗିରଫ କରିଛି । ଲୁଟେରାଙ୍କ ମଧ୍ୟରେ ଜଣେ ଚାନ୍ଦବାଲିର ଅନ୍ୟ ଜଣେ ଯାଜପୁରର ବୋଲି ଜଣାପଡ଼ିଛି ।

ଏହି ଦୁଇ ଲେଟେରା ବାଣୀବିହାର ଛକରେ କାର ଯୋଗେ ଯାତ୍ରୀଙ୍କୁ ଉଠାଇଥିଲେ । ରାସ୍ତାରେ ଯାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଅଚେତ୍ କରାଇଥିଲେ । ଏହା ପରେ ସେମାନଙ୍କଠାରୁ ଲୁଟ୍ କରି ରାସ୍ତାରେ ପକାଇ ଫେରାର ହୋଇଯାଇଥିଲେ । ଏନେଇ ସହିଦ ନଗର ଥାନାରେ ଅଭିଯୋଗ ପରେ ପୋଲିସ ଲୁଟେରାଙ୍କୁ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe