କନକ ବ୍ୟୁରୋ : ଭୁବେନଶ୍ୱରରେ ନିଶାଦିଆ ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ଗିରଫ । ସହିଦ ନଗର ଥାନା ପୋଲିସ ଏହି ଦୁଇ ଲୁଟେରାଙ୍କୁ ଗିରଫ କରିଛି । ଲୁଟେରାଙ୍କ ମଧ୍ୟରେ ଜଣେ ଚାନ୍ଦବାଲିର ଅନ୍ୟ ଜଣେ ଯାଜପୁରର ବୋଲି ଜଣାପଡ଼ିଛି ।
ଏହି ଦୁଇ ଲେଟେରା ବାଣୀବିହାର ଛକରେ କାର ଯୋଗେ ଯାତ୍ରୀଙ୍କୁ ଉଠାଇଥିଲେ । ରାସ୍ତାରେ ଯାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଅଚେତ୍ କରାଇଥିଲେ । ଏହା ପରେ ସେମାନଙ୍କଠାରୁ ଲୁଟ୍ କରି ରାସ୍ତାରେ ପକାଇ ଫେରାର ହୋଇଯାଇଥିଲେ । ଏନେଇ ସହିଦ ନଗର ଥାନାରେ ଅଭିଯୋଗ ପରେ ପୋଲିସ ଲୁଟେରାଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/14-20.jpg)