ମହିଳା ସାଂସଦ ପ୍ରାର୍ଥୀନୀଙ୍କ ମିଥ୍ୟା ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା । ୨ ଅଭିଯୁକ୍ତଙ୍କୁ ଗିରଫ କଲା କେନ୍ଦୁଝର ପୁଲିସ

Advertisment
ମହିଳା ସାଂସଦ ପ୍ରାର୍ଥୀନୀଙ୍କ ମିଥ୍ୟା ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା । ୨ ଅଭିଯୁକ୍ତଙ୍କୁ ଗିରଫ କଲା କେନ୍ଦୁଝର ପୁଲିସ

କନକ ବ୍ୟୁରୋ: କେନ୍ଦୁଝର ସାସଂଦ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁଙ୍କ କଥିତ ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜୟଦେବ ଗିରି ଓ ବିଷ୍ଣୁଦତ୍ତ ବାରିକ ।

publive-image

ଭିଡିଓ ଭାଇରାଲ ପରେ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ପୁଲିସ । ଗତ କିଛି ଦିନ ପୂର୍ବରୁ ସାଂସଦ ପ୍ରାର୍ଥୀନିଙ୍କ ଚନ୍ଦ୍ରାଣୀ ମୁର୍ମୁଙ୍କ କଥିତ ଅଶ୍ଲୀଳ ଭିଡିଓ ଭାଇରାଲ ହୋଇଥିଲା । ଗିରଫ ଦୁଇ ଜଣ ଅଭିଯୁକ୍ତ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe