କନକ ବ୍ୟୁରୋ: କେନ୍ଦୁଝର ସାସଂଦ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁଙ୍କ କଥିତ ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜୟଦେବ ଗିରି ଓ ବିଷ୍ଣୁଦତ୍ତ ବାରିକ ।
ଭିଡିଓ ଭାଇରାଲ ପରେ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ପୁଲିସ । ଗତ କିଛି ଦିନ ପୂର୍ବରୁ ସାଂସଦ ପ୍ରାର୍ଥୀନିଙ୍କ ଚନ୍ଦ୍ରାଣୀ ମୁର୍ମୁଙ୍କ କଥିତ ଅଶ୍ଲୀଳ ଭିଡିଓ ଭାଇରାଲ ହୋଇଥିଲା । ଗିରଫ ଦୁଇ ଜଣ ଅଭିଯୁକ୍ତ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/VIRAL-VIDEO.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-10-11h35m17s468-300x220.png)