କେବଳ ବଲିଉଡ୍ ଷ୍ଟାର ଯେ ଗୋଟିଏ ଫିଲ୍ମ ପାଇଁ ମୋଟାଅଙ୍କର ଟଙ୍କା ଦାବି କରନ୍ତି ତାହା ନୁହଁ ହିନ୍ଦୀ ଟେଲି କଳାକାର ମଧ୍ୟ ଗୋଟିଏ ସିରିଏଲର ପ୍ରତି ଏପିସୋଡ ପାଇଁ ଅଧିକ ଟଙ୍କା ଦାବି କରନ୍ତି । ଏଭଳିକି ଟିଭି ଆକ୍ଟର୍ସ ଫିଲ୍ମ ଆକ୍ଟରଙ୍କ ଅପେକ୍ଷା ଅଧିକ ଇନକମ କରନ୍ତି । ତେବେ ଚାଲନ୍ତୁ ଆଲୋଚନା କରିବା ସେହିଭଳି ୧୦ ଜଣ ଟିଭି ଆକ୍ଟରଙ୍କ ବିଷୟରେ ଯେଉଁମାନେ ଟେଲି ଜଗତରେ ହାଇ-ପେଡ୍ ଚାର୍ଜ କରନ୍ତି ।
ସାକ୍ଷୀ ତନୱର-ଗୋଟିଏ ଏପିସୋଡ ପାଇଁ ନିଅନ୍ତି ୮୦ ହଜାର ଟଙ୍କା ।
ମନୀଷ ପଲ-ଶୋ ଝଲକ ଦିଖଲା ଯା-ଫିସ-୧.୫ କୋଟି ।
ରାମ କପୁର-୧.୨୫ ଲକ୍ଷ ଗୋଟିଏ ଏପିସୋଡ ପାଇଁ ।
ଶିବାଜୀ ସାଟମ-ସିଆଇଡି-ଏପିସୋଡ ପାଇଁ ୧ ଲକ୍ଷ ।
ହିନା ଖାନ୍ -ୟେ ରିସ୍ତା କ୍ୟା କେହଲତା ହୈ-ଗୋଟିଏ ଏପିସୋଡ ପାଇଁ ୧.୨୫ ଲକ୍ଷ ।
ସୁନିଲ ଗ୍ରୋଭର-ଦ କପିଲ ଶର୍ମା ଶୋ-ଗୋଟିଏ ଏପିସୋଡ ପାଇଁ ୧୦ରୁ ୧୨ ଲକ୍ଷ ।
କରଣ ପଟେଲ-ୟେ ହୈ ମୋହବତେଁ-ଗୋଟିଏ ଏପିସୋଡ ପାଇଁ ୧ରୁ ୧.୨୫ ଲକ୍ଷ ।
ଦିବ୍ୟଙ୍କା ତ୍ରିପାଠୀ-ଗୋଟିଏ ଏପିସୋଡ ପାଇଁ ୧ ଲକ୍ଷ ।
ଜେନିଫର ୱିଙ୍ଗେଟ-ବେହଦ-ଗୋଟିଏ ଏପିସୋଡକୁ ୧ ଲକ୍ଷ ।
କପିଲ ଶର୍ମା-ଦ କପିଲ ଶର୍ମା ଶୋ-ଗୋଟିଏ ଏପିସୋଡ ପାଇଁ ୬୦ରୁ ୮୦ ଲକ୍ଷ ।