କନକ ବ୍ୟୁରୋ : ପୁରୀ ଚନ୍ଦନପୁର କୃଷ୍ଣରଞ୍ଜନପୁର ଅଞ୍ଚଳରେ ହାତୀ । ଗୋଟିଏ ହାତୀ ବୁଲୁଥିବାର ଲୋକେ ଦେଖିଛନ୍ତି । ହାତୀଟି କିଛି ଫସଲ ନଷ୍ଟ କରିଥିବା ଜଣାପଡ଼ିଛି । ହାତୀ ଫସଲ ନଷ୍ଟ କରୁଥିଲେ ମଧ୍ୟ ବନ ବିଭାଗ ଏପର୍ଯ୍ୟନ୍ତ ଗାଁରେ ପହଞ୍ଚିନାହିଁ । ଅଞ୍ଚଳରେ ଏହି ଗୋଟିଏ ହାତୀ କି ଆଉ କିଛି ହାତୀ ଅଛନ୍ତି ଜଣାପଡ଼ିନାହିଁ ।
ଗାଁରେ ପଶିଲା ହାତୀ : ଫସଲ ନଷ୍ଟ, ହାତୀ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ
/kanak/media/post_attachments/wp-content/uploads/2023/01/jumjuhmn.jpg)