ମମିତା ମେହେରଙ୍କୁ ନ୍ୟାୟ ଦାବି : ଆସନ୍ତା ୧୦ତାରିଖରେ ବିଧାନସଭା ଘେରିବ ଛାତ୍ର କଂଗ୍ରେସ

Advertisment
ମମିତା ମେହେରଙ୍କୁ ନ୍ୟାୟ ଦାବି : ଆସନ୍ତା ୧୦ତାରିଖରେ ବିଧାନସଭା ଘେରିବ ଛାତ୍ର କଂଗ୍ରେସ

କନକ ବ୍ୟୁରୋ : ଆସନ୍ତା ୧୦ ତାରିଖରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ । ମମିତା ମେହେର ମାମଲାରେ ନ୍ୟାୟ ଦାବି କରି ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ । ମମିତା ମେହେର ଘଟଣାରେ ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହିଷ୍କାର ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ । ପୂର୍ବରୁ ଏହି ଘଟଣାରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିଥିବା ବେଳେ, ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବାକୁ ଯାଉଛି । ମମିତା ଘଟଣା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ ନୁହେଁ, ବରଂ ଅବସରପ୍ରାପ୍ତ ଉଚ୍ଚନ୍ୟାୟଳୟ ତତ୍ୱାବଧାନରେ ଏସଆଇଟି ତଦନ୍ତ କରାଯିବାକୁ ଦାବି କରିଛି ଛାତ୍ର କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe