ବାଦଶାହା ଖାନ ଶାହାରୁଖ ହେବେ ଯାଦୁଗର । ସଲମାନ ଖାନଙ୍କ ଅଭିନୀତି ସିନେମା ‘ଟ୍ୟୁବଲାଇଟ’ରେ ଶାହାରୁଖ ଯାଦୁଗର ଭୂମିକାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି । ଯାହାକୁ ନେଇ ସଲମାନଙ୍କ ପ୍ରଡକ୍ସନ ହାଉସରୁ ଟୁଇଟ ମାଧ୍ୟମରେ ଜଣାଯାଇଛି ।
ତେବେ ପୂର୍ବରୁ ଶାହାରୁଖ ‘ଟ୍ୟୁବଲାଇଟ’ ସେଟରେ ପହଁଚି ଚର୍ଚ୍ଚା ସାଉଁଟି ସାରିଥିବାବେଳେ ଏବେ ପୁଣି ଏହି ଖବର ପ୍ରଘଟ ହୋଇଛି । ହଲିଉଡ ସିନେମା ‘ଲିଟିଲ ବୟ’ର ହିନ୍ଦୀ ରିମେକ ହେଉଛି ‘ଟ୍ୟୁବଲାଇଟ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/shahrukh-Salman.jpg)